Excise Department of Government of Odisha was a part of which Department prior to its creation? - ଓଡିଶା ସରକାରଙ୍କ ଅବକାରୀ ବିଭାଗ ସୃଷ୍ଟି ହେବା ପୂର୍ବରୁ କେଉଁ ବିଭାଗର ଅଂଶବିଶେଷ ଥିଲା?
If you join as Excise Constable, your aim will be to- ଅବକାରୀ ପଦବୀରେ ଯୋଗଦେଲେ ତୁମର ଲକ୍ଷ୍ୟ ହେବ-
What quantity of 'Ganja' can a man possess without obtaining license? - ବିନା ଅନୁମତିପତ୍ରରେ ଜଣେ ବ୍ୟକ୍ତି କେତେ ପରିମାଣର “ଗଞ୍ଜେଇ" ନିଜପାଖରେ ରଖିପାରିବେ?
"Ganja" refers to- "ଗଞ୍ଜେଇ" କାହାକୁ ବୁଝାଏ?
Who is the district level head of the Excise Department? - ଅବକାରୀ ବିଭାଗର ଜିଲ୍ଲାସ୍ତରୀୟ ମୁଖ୍ୟ କିଏ?
Where is the headquarters of Odisha State Beverages Corporation (OSBC)? - ଓଡିଶା ରାଜ୍ୟ ମଦ ନିଗମର ସଦର ମହକୁମା କେଉଁଠାରେ ଅବସ୍ଥିତ?
What is the colour of "Opium"? - “ଅଫିମ’ର ରଙ୍ଗ କଣ?
Where is "Beer" manufactured? - "Beer" କେଉଁଠାରେ ତିଆରି କରାଯାଏ?
"Molasses" means- "Molasses" ର ଅର୍ଥ ହେଉଛି-
"Tari" is the juice of- "ତାଡି" ଏକ ପାନୀୟ ଯାହା କି ପ୍ରସ୍ତୁତ-
What is the full form of O.S.B.C.? - “O.S.B.C." ର ସମ୍ପୂର୍ଣ୍ଣ ବର୍ଣ୍ଣନା କଣ?
What is "Pachwai"? - "Pachwai" କଣ?
Where from do the retail shops purchase IMFL, Beer and CS Liquor? - ଖୁଚୁରା ଦୋକାନୀମାନେ କେଉଁଠାରୁ IMFL, Beer ଏବଂ CS ଲିକର କିଣନ୍ତି?
Which statements describe the actual functions of the Excise Department? - ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅବକାରୀ ବିଭାଗର ବାସ୍ତବିକ କାର୍ଯ୍ୟାବଳୀକୁ ବୁଝାଉଛି?
What quantity of 'Beer' can a man possess without obtaining license? - ବିନା ଅନୁମତିପତ୍ରରେ ଜଣେ ବ୍ୟକ୍ତି କେତେ ପରିମାଣର "ବିଅର" ନିଜପାଖରେ ରଖିପାରିବ?
What will you do as Excise Constable if you find somebody drunk and lying on the road? - ରାସ୍ତାରେ ଗଡ଼ୁଥିବା ନିଶାଗ୍ରସ୍ତ ଲୋକଟିଏ ଦେଖିଲେ କଣ କରିବ?
All excise samples are tested by which organization of Govt. of Odisha? - ଓଡିଶା ସରକାରଙ୍କ କେଉଁ ଅନୁଷ୍ଠାନ ଦ୍ବାରା ଅବକାରୀ ନମୁନା ସବୁ ପରୀକ୍ଷା କରାଯାଏ?
"IMFL" means- "IMFL" ର ଅର୍ଥ ହେଉଛି-
Which organ of the human body is directly affected by consumption of liquor? - ମଦ ଖାଇବା ଦ୍ୱାରା ଶରୀରର କେଉଁ ଅଙ୍ଗ ସିଧାସଳଖ ପ୍ରଭାବିତ ହୁଏ?
What is the base material of foreign liquor? - ବିଦେଶୀ ମଦର ମୂଳ ଉପାଦାନ କଣ?
What is the full form of "N.D.P.S."? - "N.D.P.S." ର ସମ୍ପୂର୍ଣ୍ଣ ବର୍ଣ୍ଣନା କଣ?
"Alcohol" means a colourless liquid used in- "Alcohol" ର ଅର୍ଥ ହେଉଛି ଏକ ରଙ୍ଗହୀନ ତରଳ ପଦାର୍ଥ ଯାହା ବ୍ୟବହୃତ ହୁଏ-
Hooch Tragedy-2006 occurred in which of the following districts? - ୨୦୦୬ ମସିହା ହୁଚ ଦୁର୍ଘଟଣା ନିମ୍ନୋକ୍ତ କେଉଁ ଜିଲ୍ଲାରେ ଘଟିଥିଲା?
Where is "IMFL" manufactured? - "IMFL" କେଉଁଠାରେ ତିଆରି କରାଯାଏ?
When was the Excise Department of Government of Odisha created? - ଓଡିଶା ସରକାରଙ୍କ ଅବକାରୀ ବିଭାଗ କେଉଁ ଦିନଠାରୁ ସୃଷ୍ଟି କରାଗଲା?
How many authorized Distilleries and Bottling Units are functioning in Odisha? - ଓଡିଶାରେ ମୋଟ କେତୋଟି ଡିଷ୍ଟିଲେରିଜ ଓ ବଟଲିଂ କେନ୍ଦ୍ର କାର୍ଯ୍ୟ କରୁଅଛି?
What is the permissible sales hour of excise materials? - ଅବକାରୀ ଦ୍ରବ୍ୟର ଅନୁମତିଯୋଗ୍ୟ ବିକ୍ରୟ ସମୟ କଣ?
What statutory warning is written on liquor bottle? - କେଉଁ ବିଧିସମ୍ମତ ସତର୍କବାଣୀ ଲିକର ବୋତଲ ଉପରେ ଲେଖାଯାଇଥାଏ?
"Dry Day" means- "Dry Day" ର ଅର୍ଥ ହେଉଛି-
"Intoxicant" means a substance such as alcohol which- “ମାଦକ ଦ୍ରବ୍ୟ" ର ଅର୍ଥ ହେଉଛି-
What is the license period of wine shop? - ମଦ ଦୋକାନ ଅନୁମତିପତ୍ରର ଅବଧୂ କଣ?
"Pachwai" is made from? - "ପାୱାଇ" କେଉଁ ଜିନିଷରୁ ତିଆରି ହୁଏ?
“Liquor” means an intoxicating drink which includes- “ଲିକର” କହିଲେ କଣ ବୁଝାଏ?
What is the colour of Uniform of field staff of Excise Department? - ଅବକାରୀ ବିଭାଗ କ୍ଷେତ୍ର କର୍ମଚାରୀଙ୍କ ୟୁନିଫର୍ମର ରଙ୍ଗ କଣ?
Where is the Head Office of the Excise Commissioner of Odisha located? - ଓଡିଶାର ଅବକାରୀ କମିଶନରଙ୍କ ସଦର କାର୍ଯ୍ୟାଳୟ କେଉଁଠି ଅବସ୍ଥିତ?
Opium is obtained from which plant? - ଅଫିମ କେଉଁ ଗଛରୁ ମିଳେ?
What is the main difference between Country Liquor and IMFL? - ଦେଶୀ ମଦ ଓ ବିଦେଶୀ ମଦ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ କଣ?
When is Central Excise Day celebrated in India? - କେନ୍ଦ୍ରୀୟ ଅବକାରୀ ଦିବସ କେବେ ପାଳନ କରାଯାଏ?
In which year was the NDPS Act enacted? - NDPS ଆଇନ କେଉଁ ବର୍ଷ ପ୍ରଣୀତ ହୋଇଥିଲା?
Where is the headquarters of the Narcotics Control Bureau (NCB)? - ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର (NCB) ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ?
Excise Department of Government of Odisha was a part of which Department prior to its creation? / ଓଡିଶା ସରକାରଙ୍କ ଅବକାରୀ ବିଭାଗ ସୃଷ୍ଟି ହେବା ପୂର୍ବରୁ କେଉଁ ବିଭାଗର ଅଂଶବିଶେଷ ଥିଲା ?
If you join as Excise Constable, your aim will be to- / ଅବକାରୀ ପଦବୀରେ ଯୋଗଦେଲେ ତୁମର ଲକ୍ଷ ହେବ-
What quantity of 'Ganja' can a man possess without obtaining license? / ବିନା ଅନୁମତିପତ୍ରରେ ଜଣେ ବ୍ୟକ୍ତି କେତେ ପରିମାଣର "ଗଞ୍ଜେଇ" ନିଜପାଖରେ ରଖିପାରିବେ ?
"Ganja" refers to- / "ଗଞ୍ଜେଇ" କାହାକୁ ବୁଝାଏ ?
Who is the district level head of the Excise Department? / ଅବକାରୀ ବିଭାଗର ଜିଲ୍ଲାସ୍ତରୀୟ ମୁଖ୍ୟ କିଏ ?
Where is the headquarters of Odisha State Beverages Corporation (OSBC)? / ଓଡିଶା ରାଜ୍ୟ ମଦ ନିଗମର ସଦର ମହକୁମା କେଉଁଠାରେ ଅବସ୍ଥିତ ?
What is the colour of "Opium"? / “ଅଫିମ’ର ରଙ୍ଗ କଣ?
Where is "Beer" manufactured? / "Beer" କେଉଁଠାରେ ତିଆରି କରାଯାଏ ?
"Molasses" means: / "Molasses" ର ଅର୍ଥ ହେଉଛି –
"Tari" is the juice of- / "ତାଡି" ଏକ ପାନୀୟ ଯାହା କି ପ୍ରସ୍ତୁତ –
What is the full form of O.S.B.C.? / “O.S.B.C." ର ସମ୍ପୂର୍ଣ ବର୍ଣ୍ଣନା କଣ ?
What is "Pachwai"? / "ପାଚୱାଇ" (Pachwai) କଣ ?
Where from do the retail shops purchase IMFL, Beer and CS Liquor? / ଖୁଚୁରା ଦୋକାନୀମାନେ କେଉଁଠାରୁ IMFL, Beer ଏବଂ CS ଲିକର କିଣନ୍ତି ?
Which describes the actual functions of the Excise Department? / ଅବକାରୀ ବିଭାଗର ବାସ୍ତବିକ କାର୍ଯ୍ୟାବଳୀ କଣ ?
What quantity of 'Beer' can a man possess without obtaining license? / ବିନା ଅନୁମତିପତ୍ରରେ ଜଣେ ବ୍ୟକ୍ତି କେତେ ପରିମାଣର "ବିଅର" ନିଜପାଖରେ ରଖିପାରିବ ?
What will you do if you find somebody drunk and lying on the road? / ରାସ୍ତାରେ ନିଶାଗ୍ରସ୍ତ ଲୋକଟିଏ ପଡିଥିବା ଦେଖିଲେ ତୁମେ କଣ କରିବ ?
All excise samples are examined by which organisation? / ଅବକାରୀ ନମୁନାସବୁ କେଉଁ ଅନୁଷ୍ଠାନ ଦ୍ୱାରା ପରୀକ୍ଷା କରାଯାଏ ?
"IMFL" means: / "IMFL" ର ଅର୍ଥ ହେଉଛି -
Which organ of the human body is directly affected by liquor? / ମଦ ସେବନ ଦ୍ୱାରା ଶରୀରର କେଉଁ ଅଙ୍ଗ ସିଧାସଳଖ ପ୍ରଭାବିତ ହୁଏ ?
What is the base material of foreign liquor? / ବିଦେଶୀ ମଦର ମୁଖ୍ୟ ଉପାଦାନ କଣ ?
What is the full form of "N.D.P.S."? / “N.D.P.S." ର ସମ୍ପୂର୍ଣ ବର୍ଣ୍ଣନା କଣ ?
Hooch Tragedy-2006 occurred in which district? / ୨୦୦୬ ମସିହା ହୁଚ (ନକଲି ମଦ) ଦୁର୍ଘଟଣା କେଉଁ ଜିଲ୍ଲାରେ ଘଟିଥିଲା ?
Where is "IMFL" manufactured? / "IMFL" କେଉଁଠାରେ ତିଆରି କରାଯାଏ ?
When was the Excise Department of Odisha created? / ଓଡିଶା ସରକାରଙ୍କ ଅବକାରୀ ବିଭାଗ କେଉଁ ଦିନ ସୃଷ୍ଟି କରାଗଲା ?
What is the permissible sales hour of excise materials? / ଅବକାରୀ ଦ୍ରବ୍ୟର ବିକ୍ରୟ ସମୟ କଣ ?
What statutory warning is written on liquor bottle? / ମଦ ବୋତଲ ଉପରେ କେଉଁ ସତର୍କବାଣୀ ଲେଖାଯାଇଥାଏ ?